No. of questions - 25
Time - 10 min
1.
ବୁଢୀମା ନାତିକି ଗପ କହିଲେ । ଏହି ବାକ୍ୟରେ ଗୌଣ କର୍ମ କିଏ ?
2.
ସେ ହସଟାଏ ହସିଲା । ଏଠାରେ “ହସିଲା” କି କ୍ରିୟା ରୂପେ ବ୍ୟବହୃତ ?
3.
ଗଉଡ ଗଇକି ହାଟକୁ ନେଲା । ଏଥିରେ ମୁଖ୍ୟ କର୍ମ କିଏ ?
4.
ଯେଉଁ କ୍ରିୟାର କର୍ମ ଥାଏ ତାକୁ କି କ୍ରିୟା କହନ୍ତି ?
5.
ପିଲାଟି ଭୋଜନ କରୁଛି । ଭୋଜନ କରୁଛି – କି କ୍ରିୟା ?
8.
କର୍ତ୍ତାର ବଚନ , ପୁରୁଷ ଓ କାଳ ବଦଳିଲେ ଯେଉଁ କ୍ରିୟାର ରୂପ ବଦଳେ ତାକୁ କ’ଣ କହନ୍ତି ?
9.
ରେଖାଙ୍କିତ ପଦଟି କି ପଦ ?
10.
ରେଖାଙ୍କିତ ପଦଟି କି ପ୍ରକାର କ୍ରିୟା ?
11.
ବ୍ୟାକରଣରେ ଧାତୁ କହିଲେ କ’ଣ ବୁଝାଯାଏ ?
12.
କେଉଁଟି ଅସମାପିକା କ୍ରିୟା ?
14.
କ୍ରିୟାର ମୂଳପିଣ୍ଡକୁ କ’ଣ କୁହାଯାଏ ?
15.
ରେଖାଙ୍କିତ ପଦଟି କ୍ରିୟା କି ପ୍ରକାର ଅର୍ଥ ପ୍ରକାଶ କରୁଛି ?
16.
ପ୍ରେରଣାର୍ଥକ କ୍ରିୟାଟିକୁ ନିରୂପଣ କର :
17.
ନିମ୍ନ ଧାତୁମାନଙ୍କ ମଧ୍ୟରୁ ତଦଭବ ଧାତୁଟି କିଏ ?
18.
କେଉଁଟି କ୍ରିୟା ବିଶେଷଣ ଥିବା ବାକ୍ୟ ଅଟେ ?
19.
କେଉଁଟି ଅକର୍ମକ କ୍ରିୟା ?
20.
କେଉଁଟି ସମାପିକା କ୍ରିୟାର ରୂପ ?
21.
ବାକ୍ୟରେ ସମାପିକା କ୍ରିୟା କାହାର ଅଧୀନ ?
22.
ଦୀପଟି ମିଞ୍ଜିମିଞ୍ଜି ଜଳୁଛି । ମିଞ୍ଜିମିଞ୍ଜି – କି ପଦ ?
23.
ବାକ୍ୟରେ ଯେଉଁ ପଦଗୁଡିକ କର୍ତ୍ତାର ପୁରୁଷ ଓ ବଚନ ଅନୁସାରେ ଏବଂ ଘଟଣାର କାଳ ଅନୁସାରେ ରୂପ ପରିବର୍ତ୍ତନ କରେ ତାକୁ କ’ଣ କହନ୍ତି ?
24.
ସେ ଭାତ ଖାଉଛି । ଖାଉଛି – ଏହି କ୍ରିୟାରେ ପୁରୁଷ ଓ ବଚନାର୍ଥକ ପ୍ରତ୍ଯୟଟି କିଏ ?
25.
ଏଠାରେ ଖାଇବାକୁ କି ପଦ ?