No. of questions - 14
Time - 5 min
1.
ରେଖାଙ୍କିତ ପଦଟି କି ବିଶେଷଣ ପଦ ?
2.
ରେଖାଙ୍କିତ ପଦଟି କି ପ୍ରକାର ବିଶେଷ୍ଯ ପଦ ?
3.
ଭଙ୍ଗା ଘର – ଏଥିରେ “ଭଙ୍ଗା” କି ପ୍ରକାର ବିଶେଷଣ ?
4.
ଭଙ୍ଗା ଘର- ଏଥିରେ ଭଙ୍ଗା ଘରର କେଉଁ କଥା ପ୍ରକାଶ କରୁଛି ?
5.
ବୁଢାଲୋକଟି ବାଡି ଧରି ଚାଲୁଛି । ଏହି ବାକ୍ୟରେ ବିଶେଷଣ ପଦ କେଉଁଟି ?
6.
ବିଶେଷଣ ପଦର ଆକ୍ଷରିକ ଅର୍ଥ କଣ ?
7.
ରେଖାଙ୍କିତ ପଦଟି କି ବିଶେଷଣ ?
8.
ରେଖାଙ୍କିତ ବିଶେଷଣଟି କି ପ୍ରକାର ବିଶେଷଣ ପଦ ?
9.
ନିମ୍ନସ୍ଥ ପଦମାନଙ୍କ ଭିତରୁ କେଉଁଟି ବିଶେଷଣ ପଦ ?
10.
ରେଖାଙ୍କିତ ପଦଟି କି ବିଶେଷଣ ପଦ ?
11.
ରେଖାଙ୍କିତ ପଦଟି କି ପ୍ରକାର ବିଶେଷଣ ପଦ ?
12.
ରେଖାଙ୍କିତ ପଦଟି କି ପ୍ରକାର ବିଶେଷଣ ପଦ ?
13.
ରେଖାଙ୍କିତ ପଦଟି କି ପ୍ରକାର ବିଶେଷଣ ?
14.
ଘରଟି ଭଙ୍ଗା – ଏଥିରେ ଭଙ୍ଗା କି ବିଶେଷଣ ?