Odia Grammar Set-2

No. of questions - 14

Time - 5 min

1. 
ଭଙ୍ଗା ଘର- ଏଥିରେ ଭଙ୍ଗା ଘରର କେଉଁ କଥା ପ୍ରକାଶ କରୁଛି ?
2. 
ଘରଟି ଭଙ୍ଗା – ଏଥିରେ ଭଙ୍ଗା କି ବିଶେଷଣ ?
3. 
ନିମ୍ନସ୍ଥ ପଦମାନଙ୍କ ଭିତରୁ କେଉଁଟି ବିଶେଷଣ ପଦ ?
4. 
ରେଖାଙ୍କିତ ପଦଟି କି ପ୍ରକାର ବିଶେଷଣ ?

ଟାଇଲ  ଘର ।Deselect Answer

5. 
ରେଖାଙ୍କିତ ପଦଟି କି ପ୍ରକାର ବିଶେଷଣ ପଦ ?

ଖାଇବାର ପୁତ୍ର ଗଲା ମଥୁରାପୁରକୁ ଲୋ କୋଇଲି ।Deselect Answer

6. 
ଭଙ୍ଗା ଘର – ଏଥିରେ “ଭଙ୍ଗା” କି ପ୍ରକାର ବିଶେଷଣ ?
7. 
ବୁଢାଲୋକଟି ବାଡି ଧରି ଚାଲୁଛି । ଏହି ବାକ୍ୟରେ ବିଶେଷଣ ପଦ କେଉଁଟି ?
8. 
ରେଖାଙ୍କିତ ପଦଟି କି ପ୍ରକାର ବିଶେଷଣ ପଦ ?

ଠିକ ଯେପରି ଭୂତଟାଏ ପରି ଦିସୁଛି ।Deselect Answer

9. 
ବିଶେଷଣ ପଦର ଆକ୍ଷରିକ ଅର୍ଥ କଣ ?
10. 
ରେଖାଙ୍କିତ ପଦଟି କି ବିଶେଷଣ ପଦ ?

ଶୋଇଲା ପୁଅର ଭାଗ ନାହିଁ ।Deselect Answer

11. 
ରେଖାଙ୍କିତ ପଦଟି କି ବିଶେଷଣ ?

ଆମେ ଦରିଦ୍ର Deselect Answer

12. 
ରେଖାଙ୍କିତ ବିଶେଷଣଟି କି ପ୍ରକାର ବିଶେଷଣ ପଦ ?

ଏଭରେଷ୍ଟ ପୃଥିବୀର ଉଚ୍ଚତମ ଶୃଙ୍ଗ ।Deselect Answer

13. 
ରେଖାଙ୍କିତ ପଦଟି କି ପ୍ରକାର ବିଶେଷ୍ଯ ପଦ ?

ଏମନ୍ତ ଭୁଇଁ ଚାକୁଣ୍ଡା ବୁଣିଲେ ଉଠଇ ନାହିଁ ।Deselect Answer

14. 
ରେଖାଙ୍କିତ ପଦଟି କି ବିଶେଷଣ ପଦ ?

ଅର୍ଜୁନକୁ ତୃତୀୟ ପାଣ୍ଡବ ।Deselect Answer

error: Content is protected !!