Odia Grammar Set-4

No. of questions - 25

Time - 10 min

1. 
ପିଲାଟି ଭୋଜନ କରୁଛି । ଭୋଜନ କରୁଛି – କି କ୍ରିୟା ?
2. 
ବାକ୍ୟରେ ଯେଉଁ ପଦଗୁଡିକ କର୍ତ୍ତାର ପୁରୁଷ ଓ ବଚନ ଅନୁସାରେ ଏବଂ ଘଟଣାର କାଳ ଅନୁସାରେ ରୂପ ପରିବର୍ତ୍ତନ କରେ ତାକୁ କ’ଣ କହନ୍ତି ?
3. 
ବୈକୃତିକ ଧାତୁଟି କିଏ ?
4. 
ରେଖାଙ୍କିତ ପଦଟି କି ପ୍ରକାର କ୍ରିୟା ?

ସେ ତାକୁ ଠେଙ୍ଗାରେ ଠେଙ୍ଗେଇଲାDeselect Answer

5. 
କ୍ରିୟାର ମୂଳପିଣ୍ଡକୁ କ’ଣ କୁହାଯାଏ ?
6. 
ସେ ହସଟାଏ ହସିଲା । ଏଠାରେ “ହସିଲା” କି କ୍ରିୟା ରୂପେ ବ୍ୟବହୃତ ?
7. 
ବୁଢୀମା ନାତିକି ଗପ କହିଲେ । ଏହି ବାକ୍ୟରେ ଗୌଣ କର୍ମ କିଏ ?
8. 
ମୌଳିକ ଧାତୁଟି କିଏ ?
9. 
କେଉଁଟି ଅସମାପିକା କ୍ରିୟା ?
10. 
ନିମ୍ନ ଧାତୁମାନଙ୍କ ମଧ୍ୟରୁ ତଦଭବ ଧାତୁଟି କିଏ ?
11. 
କେଉଁଟି କ୍ରିୟା ବିଶେଷଣ ଥିବା ବାକ୍ୟ ଅଟେ ?
12. 
କେଉଁଟି ସମାପିକା କ୍ରିୟାର ରୂପ ?
13. 
ଦୀପଟି ମିଞ୍ଜିମିଞ୍ଜି ଜଳୁଛି । ମିଞ୍ଜିମିଞ୍ଜି – କି ପଦ ?
14. 
ବ୍ୟାକରଣରେ ଧାତୁ କହିଲେ କ’ଣ ବୁଝାଯାଏ ?
15. 
ପ୍ରେରଣାର୍ଥକ କ୍ରିୟାଟିକୁ ନିରୂପଣ କର :
16. 
ଏଠାରେ ଖାଇବାକୁ କି ପଦ ?

ସେ ଭାତ ଖାଇବାକୁ ଯାଉଛି ।Deselect Answer

17. 
ଗଉଡ ଗଇକି ହାଟକୁ ନେଲା । ଏଥିରେ ମୁଖ୍ୟ କର୍ମ କିଏ ?
18. 
ଯେଉଁ କ୍ରିୟାର କର୍ମ ଥାଏ ତାକୁ କି କ୍ରିୟା କହନ୍ତି ?
19. 
ରେଖାଙ୍କିତ ପଦଟି କ୍ରିୟା କି ପ୍ରକାର ଅର୍ଥ ପ୍ରକାଶ କରୁଛି ?

ସେ କିଛି ମାଗି ଆସିଛି ।Deselect Answer

20. 
ରେଖାଙ୍କିତ ପଦଟି କି ପଦ ?

ପିଲାଟି ଚାଲି ଜାଣିଛି ।Deselect Answer

21. 
କେଉଁଟି ଅକର୍ମକ କ୍ରିୟା ?
22. 
ଏହା କି କ୍ରିୟା

ତୁମର ଯାହା ଟଙ୍କା ପଇସା ଅଛି ନେଇଯାଅDeselect Answer

23. 
କର୍ତ୍ତାର ବଚନ , ପୁରୁଷ ଓ କାଳ ବଦଳିଲେ ଯେଉଁ କ୍ରିୟାର ରୂପ ବଦଳେ ତାକୁ କ’ଣ କହନ୍ତି ?
24. 
ବାକ୍ୟରେ ସମାପିକା କ୍ରିୟା କାହାର ଅଧୀନ ?
25. 
ସେ ଭାତ ଖାଉଛି । ଖାଉଛି – ଏହି କ୍ରିୟାରେ ପୁରୁଷ ଓ ବଚନାର୍ଥକ ପ୍ରତ୍ଯୟଟି କିଏ ?
error: Content is protected !!